Thursday, August 6, 2020

🚩 ଜୟ ଶ୍ରୀରାମ 🚩 ✍ ସନ୍ତୋଷ ପଟ୍ଟନାୟକ

ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ମଙ୍ଗଳ ମୂରତୀ ପ୍ରଭୁ ଭଗବାନ
ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ପ୍ରଜାବତ୍ସଳ ପ୍ରଭୁ ପୁରୁଷୋତ୍ତମ 
ଶ୍ରୀରାମ ଜୟ ରାମ ଜୟ ଜୟ ରାମ 
କୋଶଲ୍ଯା ନନ୍ଦନ ପଭୁ ଭଗବାନ  ||

ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ସୀତାହୃଦ ବହ୍ଲରୀ ପ୍ରଭୁ ଭଗବାନ 
ଶ୍ରୀରାମ ଜୟ ରାମ ଜୟ ଜୟ ରାମ 
ଭକ୍ତବତ୍ସଳ ପ୍ରଭୁ ପ୍ରାତଃ ସ୍ମରଣମ୍ ||

ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ବୈକୁଣ୍ଠନାଥ ପ୍ରଭୁ ଘେନ ପ୍ରଣାମ 
ଶ୍ରୀରାମ ଜୟ ରାମ ଜୟ ଜୟ ରାମ 
ପତିତପାବନ ପ୍ରଭୁ କର କଲ୍ୟାଣ ||

ରାମ ରାମ ରାମ ରାମ ଜୟ ଶ୍ରୀରାମ 
ଭଜ ମନ ଘୋଷ ମନ ପ୍ରଭୁ ରାମ ନାମ 
ଶ୍ରୀରାମ ଜୟ ରାମ ଜୟ ଜୟ ରାମ
ସଙ୍କଟ ମୋଚନ ପ୍ରଭୁ ଭଗବାନ  ||

ଶ୍ରୀରାମ ଜୟ ରାମ ଜୟ ଜୟ ରାମ 
ଭକ୍ତି ମୁକ୍ତି ଶାନ୍ତି ଜୟ ରାଜା ରାମ 
ରାମ ରାମ ରାମ ରାମ ଜୟ ଶ୍ରୀରାମ 
ସନ୍ତୋଷ କଷଣେ ଦିଅ ବିରାମ  ||
^^^^^^^^^^^^^卐^^^^^^^^^^^^
http://sammarpana.blogspot.com

✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ 

No comments:

Post a Comment

ମନ୍ଦିରର ଗାତ୍ରର କାମକଳା ଚିତ୍ର ଆମ ଜୀବନ ଦର୍ଶନ

ଭାରତୀୟ ମନ୍ଦିର ସ୍ଥାପତ୍ୟରେ କାମରୁ ମୋକ୍ଷର ଦିବ୍ୟ ଯାତ୍ରା ​ପଥରର ଶୀତଳ ନୀରବତା ଭିତରେ କ’ଣ ସତରେ ସୁପ୍ତ ହୋଇରହିଛି କୌଣସି ଅନାଦି ଯୁଗର ଗୁପ୍ତ ଚେତନା?...