Sunday, December 13, 2020

■ ଅ ଆ ଇ ଈ ■

ଅଣପୁରୁଷାଟେ ବୁଝିକି ପାରିବ 
       ପିରତୀ ମିଠା କି କଷା 
ସେହି ପରକାରେ ମାତୃ ଦ୍ରୋହି ମୁଖେ 
          ପଶିବନି ମାତୃଭାଷା 
       
     - ସନ୍ତୋଷ ପଟ୍ଟନାୟକ,ଗଞ୍ଜାମ

No comments:

Post a Comment

ମନ୍ଦିରର ଗାତ୍ରର କାମକଳା ଚିତ୍ର ଆମ ଜୀବନ ଦର୍ଶନ

ଭାରତୀୟ ମନ୍ଦିର ସ୍ଥାପତ୍ୟରେ କାମରୁ ମୋକ୍ଷର ଦିବ୍ୟ ଯାତ୍ରା ​ପଥରର ଶୀତଳ ନୀରବତା ଭିତରେ କ’ଣ ସତରେ ସୁପ୍ତ ହୋଇରହିଛି କୌଣସି ଅନାଦି ଯୁଗର ଗୁପ୍ତ ଚେତନା?...