Friday, June 18, 2021

● ଗୋଲକ ଧନ୍ଦା ●

ଜଳରେ ଜଳ ପ୍ରତିଷ୍ଠା, 
     ମଳରେ ମଳ ପ୍ରତିଷ୍ଠା
ବ୍ରାହ୍ମଣେ ଖାଆନ୍ତି ଶୁଦ୍ରି ଅଇଁଠା
       ଶିବ ଖାଆନ୍ତି ବାଛୁରୀ ନାଳ
           ଶ୍ରୀକୃଷ୍ଣ ମୁଣ୍ଡରେ ଶିଖଣ୍ଡୀ ଚୂଳ

ଅର୍ଥ  ; ଗଙ୍ଗା ଜଳରେ କୂଅ, ପୁଷ୍କରିଣୀ ପାଣି ପ୍ରତିଷ୍ଠା ହୁଏ ।ମଳମୂତ୍ର ପଡିଥିବା ସ୍ଥାନକୁ ଗୋବରରେ ଶୁଦ୍ଧ କରାଯାଏ ।ପୁରୋହିତ ପ୍ରେତକୁ ଉତ୍ସର୍ଗୀକୃତ ଶୁଦ୍ରର ଚାଉଳକୁ ଭକ୍ଷଣ କରେ । ବାଛୁରୀ ପିଇବା ପରେ କ୍ଷୀର ଦୁହାଁ ହୋଇ ମହାଦେବଙ୍କୁ ଲାଗି କରାଯାଏ । ଶ୍ରୀକୃଷ୍ଣଙ୍କ ମୁଣ୍ଡରେ ମୟୂର ଚୂଳ ଶୋଭାପାଏ । 
        ଏହାହିଁ ଏଠାରେ ବର୍ଣ୍ଣନା କରାଯାଇଛି ।

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...