Thursday, July 29, 2021

● କିଏ ତୁମେ .... ! ●


କିଏ ତୁମେ ଚନ୍ଦ୍ର ବଦନୀ
କିଏ ତୁମେ ମୃଗ ନୟନୀ 
ତନ୍ଦ୍ରା ଆଲୋକେ ......ଝଲସି ଗଲ 
ପୁଷ୍ପରାଗ .......ମନେ ଭରିଲ 
କିଏ ତୁମେ ଚମ୍ପା ବରଣୀ ........ ( 0 )

ନବ ଯୌବନା ନବୀନ ବାଳା 
                     ଶୃଙ୍ଗାରହାର ବେଶ 
ହୃଦେ ବିନ୍ଧିଲ କାମନା ବାଣ 
                     ପ୍ରୀତିରେ କଲ ବଶ ........
କୂଳ ହାରିଲା...... ମନ ତରଣୀ 
ମୋହ ପ୍ରସାରି ...... ମଧୁ ଯାମିନୀ 
କିଏ ତୁମେ ମନ ମୋହିନୀ 
କିଏ ତୁମେ ଚମ୍ପା ବରଣୀ ......... ( ୨ )

             * * * * * *      ପ୍ରବୀର ମଲ୍ଲିକ 
                              ଶାରଳା ପୀଠ , ଝଙ୍କଡ଼
                                 ଜଗତସିଂହପୁର

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...